ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଜ୍ଞ ବ୍ୟକ୍ତିଙ୍କ ଅନୁଗାମୀ ହେବେ। ସୃଜନଶୀଳ ହେବା ସହିତ, ଶ୍ରଦ୍ଧା ଓ ବିଶ୍ବାସର ପାତ୍ର ହେବେ।
ବୃଷ : କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଦୁଶ୍ଚିନ୍ତା ଦୂର ହେବ। କୁଳ ପ୍ରଧାନ ହୋଇପାରନ୍ତି। ଅସାଧ୍ୟସାଧନ କରି ମଧ୍ୟ ନିରାପଦ ରହିବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ରହିବ।
ମିଥୁନ : ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ପାପପରାଙ୍ମୁଖ ହେବେ। ସତ୍ୟାର୍ଜନେ ତତ୍ପରତା ପ୍ରକାଶ ପାଇବ। ସତ୍ ଚରିତ୍ରବାନ୍ ହେବେ। ଭାଗ୍ୟଲକ୍ଷ୍ମୀଙ୍କ ଆଶ୍ରିତ ହେବେ।
କର୍କଟ : ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବା କଷ୍ଟସାଧ୍ୟ ହେବ। ପାପଗ୍ରହଙ୍କ ଶୁଭଦୃଷ୍ଟିରୁ ସରକାରୀ ମାନ୍ୟତା ମିଳିବ। ଅଶାନ୍ତି ଦୂର ହେବ।
ସିଂହ : ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ପତ୍ନୀ ଚଞ୍ଚଳା ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ପରୋପକାର କରି ଆଶୀର୍ବାଦଯୁକ୍ତ ହେବେ। ଶିଷ୍ଟାଚାରଯୁକ୍ତ ଧାର୍ମିକ ପ୍ରବର ହେବେ।
କନ୍ୟା : ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଦ୍ରବ୍ୟ ଲାଭ ହୋଇପାରେ। ଶତ୍ରୁ ଯେତେ ବଳବାନ୍ ହେଉନା କାହିଁକି, ମଥାନତ କରିବାକୁ ବାଧ୍ୟ ହେବ। ଉଦ୍ୟମ ପ୍ରଶଂସନୀୟ ହେବ।

More Stories
ଉଦ୍ୟୋଗୀ ହେବେ…..
ବନ୍ଧୁ ସୁଖ ମିଳିବ…..
ଲୋକପ୍ରିୟ ହେବେ…..