ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନୁହେଁ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଆଜି ବି ଗୃହ ସରଗରମ ରହିପାରେ। କଟନୀ ଛଟନୀ ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଘେରିଛନ୍ତି। ଗତକାଲି ଦ୍ଵିତୀୟ ଦିନରେ ଗୃହ ଆରମ୍ଭ ହେବା ପରେ ହଟ୍ଟଗୋଳ କରିଥିଲେ। ତେଣୁ ଆଜି କିଭଳି ସ୍ଥିତି ରହୁଛି, ତା ଉପରେ ସମସ୍ତଙ୍କର ନଜର ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..