ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଗତ କିଛିଦିନ ହେଲା ପରିବା ଦର ବୃଦ୍ଧି ପାଇଥିବା ବେଳେ ଚାଉଳଦର ମଧ୍ୟ ବଢିଛି | ବିଲାତି କିଲୋପିଛା ଦର ୧୫୦ରୁ ଟଙ୍କାଥିଲା । ପରବର୍ତ୍ତୀ ସମୟରେ ଦର ହ୍ରାସ ପାଇବାରୁ ବଜାରରେ ୧୨୦ ଟଙ୍କାରେ ବିକ୍ରି କରାଯାଉଥିଲା, କିନ୍ତୁ ରବିବାର ବିଲାତି କିଲୋପିଛା ଦର ବୃଦ୍ଧି ପାଇ ୨୦୦ ଟଙ୍କା ଟପିଛି। ବିଲାତି ଦର ବୃଦ୍ଧି ପାଇଛି । ଗୋଦାମରେ ବିଲାତି କିଲୋପିଛା ୧୯୦ ଟଙ୍କାରେ ଛୋଟ ବେପାରୀଙ୍କୁ ବିକ୍ରି କରାଯାଇ ଥିବାବେଳେ ଛୋଟ ବେପାରୀ ଖାଉଟିଙ୍କୁ ୨୦୦ରୁ ୨୧୦ ଟଙ୍କାରେ ବିକ୍ରି କରିଛନ୍ତି।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……