ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରୁ ୨ ନକଲି ପୋଲିସ ଅଫିସର ଗିରଫ ହୋଇଛନ୍ତି । ଅସଲି ପୋଲିସ ଅଫିସରଙ୍କ ପରେ ସୋମନେ ସାଜିଥିଲେ ନକଲି ପୋଲିସ । ଜଣେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ସ୍ପେଶାଲ ସ୍କ୍ୱାଡ୍ ନାଁରେ ଲୋକଙ୍କୁ ଲୁଟିଥିଲେ । ଅଭିଯୋଗକୁ ଭିତ୍ତି କରି ଜ୍ଞାନରଞ୍ଜନ ମହାନ୍ତି ଓ କାହ୍ନୁଚରଣ ସାହୁଙ୍କୁ ଗିରଫ କରିଛି ପୋଲିସ । ଜ୍ଞାନରଞ୍ଜନ ପୂର୍ବରୁ ଏଏସଆଇ ଭାବେ ପୋଲିସରେ କାମ କରିଥିଲେ । ଅବସର ପରେ ନକଲି ଅଫିସର ପରିଚୟ ଦେଇ ଲୁଟୁଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……