ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଓ ରୁଷ ଯୁଦ୍ଧ ୧୪ ଦିନ ରେ ପହଂଚିଛି | ଉଭୟ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରିରହିଛି । ଯୁଦ୍ଧରେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି ୟୁକ୍ରେନ |ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ, ମାରିଉପଲ, ଜାପୋରିଝଝିଆରେ ଯୁଦ୍ଧ ବିରତି ହୋଇଛି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ରୁଷିଆ ପକ୍ଷରୁ ସାମୟିତ ଯୁଦ୍ଧ ବନ୍ଦ କରାଯାଇଛି । ମାନବ କରିଡର ବ୍ୟବସ୍ଥା ଜରିଆରେ ଉଦ୍ଧାର ପାଇଁ ଏହି ଯୁଦ୍ଧବିରତି ଦିଆଯାଇଛି । ଭାରତୀୟ ସମୟ ଦିନ ୧୨ଟା ୩୦ରୁ ଏହା ଲାଗୁ ହେବ ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……