ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତ ପାଳନ କରୁଛି ୭୫ତମ ସ୍ୱତନ୍ତ୍ରତା ଦିବସ । ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭୫ ବର୍ଷ ସ୍ୱାଧିନତା ଦିବସରେ ଶୁଭକାମନା ଜଣାଇଛନ୍ତି । ଏହାସହ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବି ମନେ ପକାଇଛନ୍ତି । ବାଇଡେନ୍ କହିଛନ୍ତି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବଳରେ ଦେଶ ସ୍ୱାଧିନତାର ସ୍ୱାଦ ଚାଖିପାରିଛି । ବେଶ କିଛିଦିନ ହେବ ୪୦ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ଥିବା ବେଳେ ଏମାନଙ୍କ ସହ ଆମର ସମ୍ପର୍କ ନିବିଡ ହୋଇଛି ବୋଲି ବାଇଡେନ୍ କହିଛନ୍ତି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..