ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଘକୁ ଦେଖି ଜଣେ ୧୦ ବର୍ଷୀୟା ନାବାଳିକା ଆଦୌ ଭୟଭୀତ ହୋଇନାହାନ୍ତି | ବରଂ ବାଘ ସହ ଲଢ଼ି ନିଜର ୭ ବର୍ଷ ଭାଇର ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଭଟୋଲି ଗାଁରେ ଘଟିଛି। ଭଟୋଲି ଗାଁରେ ସୋମବାର ସନ୍ଧ୍ୟାରେ ପ୍ରିୟାଂଶି ନାମ୍ନୀ ନାବାଳିକା ନିଜ ୭ ବର୍ଷର ଭାଇ ପ୍ରିନ୍ସ ସହ ଘର ଅଗଣାରେ ପାଠ ପଢ଼ୁଥିଲେ। ଉକ୍ତ ସମୟରେ ଏକ ବାଘ ଆସି ହଠାତ୍ ପ୍ରିନ୍ସ ପିଠି ଉପରକୁ ଝାମ୍ପିଥିଲା। ଏହାଦେଖି ପ୍ରିୟାଂଶି ହଠାତ୍ ଚିଲାଇବା ସହ ନିଜ ଭାଇକୁ ଟାଣି ଆଣିଥିଲେ। ଫଳରେ ଉଭୟ କିଛି ଦୂରରେ ଛିଟିକି ପଡ଼ିଥିଲେ। ସମ୍ପ୍ରତି ଶ୍ରୀନଗରରେ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭାବେ ଅବସ୍ଥାପିତ ରାକେଶ ବଲ୍ୱାଲ୍ଙ୍କୁ ଅସମୟରେ କେନ୍ଦ୍ର ସରକାର ତାଙ୍କ ନିଜ ରାଜ୍ୟ ମଣିପୁରେ ପୁନଃଅବସ୍ଥାପିତ କରାଇଛନ୍ତି। ହିଂସା ପ୍ରପୀଡ଼ିତ ରାଜ୍ୟ ମଣିପୁରରେ ସହାୟତା କରିବା ପାଇଁ ବଲ୍ୱାଲ୍ କାର୍ଯ୍ୟ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଏଜିଏମ୍ୟୁଟି’ କ୍ୟାଡର୍ରୁ ମଣିପୁର କ୍ୟାଡର୍କୁ ‘ଆଇପିଏସ୍’ ରାକେଶ ବଲ୍ୱାଲ୍ଙ୍କୁ ଅସମୟରେ ଫେରାଇ ଦେବା ଲାଗି ଗୃହ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ପ୍ରସ୍ତାବକୁ ‘କ୍ୟାବିନେଟ୍’ର ‘ଆପଏଣ୍ଟମେଣ୍ଟ୍ କମିଟି’ ଅନୁମୋଦନ କରିଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..