ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ସୁନ୍ଦରଗଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ | ଆଜି ସଞ୍ଜୟ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ ୭ଟି ସ୍ଥାନରେ ଚଢାଉ ଜାରିରହିଛି । ସୁନ୍ଦରଗଡ ଏବଂ ଭଦ୍ରକରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଉଛି। ପୈତୃକ ଘର,ସରକାରୀ ଘର ଏବଂ କାର୍ଯ୍ୟାଳରେ ଚଢାଉ ଚାଲିଛି। ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ଲେଫ୍ରିପଡା କାର୍ଯ୍ୟାଳୟ, ସରକାରୀ ବାସଭବନ, କେନ୍ଦୁପଡାରେ ଥିବା ଭଡା ଘର, ଭଦ୍ରକରେ ଥିବା ପୈତୃକ ଘର, ଭଦ୍ରକରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି।
More Stories
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..
ରାଜ୍ୟରେ ଗଠିତ ହେଲା ୩ ସିଭିଲ୍ ଜଜ୍ କୋର୍ଟ…..