ରିପୋର୍ଟ କାର୍ଡ / ଢେଙ୍କାନାଳ
ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି କିରାଣୀ | ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ, ଏହି ସମୟରେ ମାଢିବସିଲା ଭିଜିଲାନ୍ସ | ଆଜି ଭିଜିଲାନ୍ସ ଟଙ୍କା ଜବତ କରିବା ସହ ଉତ୍ତମଙ୍କୁ ଗିରଫ କରିଛି । ପରେ ଭିଜିଲାନ୍ସ ର ଦୁଇଟି ଟିମ ଲ’ କଲେଜର ଉତ୍ତମଙ୍କ ଚ୍ୟାମ୍ବର ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ଘର ଯାଞ୍ଚ କରୁଛି । ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରି ନେଇଥିବାବେଳେ ଅଧିକ ତଦନ୍ତ ଚଳାଇଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….