ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୀ ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଗୁଜରାଟର ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଛନ୍ତି । ରୂପାଣିଙ୍କ ଅକସ୍ମିକ ବିୟୋଗ ପାଇଁ ଗୁଜରାଟ ସରକାର ସୋମବାର ଦିନିକିଆ ରାଜ୍ୟସ୍ତରୀୟ ଶୋକ ଦିବସ ଘୋଷଣା କରିଛନ୍ତି । ଆଜି ଅପରାହ୍ନରେ ୨ଟାରେ ରାଜକୋଟରେ ମୃତଦେହ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯିବ ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..