ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜସ୍ବ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଓ ରୋଟେସନ୍ ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୩ ବର୍ଷରୁ ଉର୍ଦ୍ଧ ସମୟ ଗୋଟିଏ ଅଫିସ୍ରେ ରହିଲେ ବଦଳି ସୁନିଶ୍ଚିତ ବୋଲି ରାଜସ୍ବ ସଚିବ କହିଛନ୍ତି। ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ବ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……