ରିପୋର୍ଟ କାର୍ଡ / ଯାଜପୁର
କୁଆଖିଆ ଥାନା ଜୋକଡିଆ ପୋଲରୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଛନ୍ତି । ଯୁବତୀ ଜଣକ ଖରସ୍ରୋତା ନଦୀକୁ ଯାଇଥିବା ବେଳେ ପୋଲରୁ ହେଇଁ ନିଖୋଜ ଥିବା ଜଣାପଡ଼ିଛି । ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ତେବେ ଯୁବତୀ ଜଣକ କାହିଁକି ପୋଲ ଉପରୁ ଡେଇଁଲେ ତାହା ଜଣାପଡ଼ି ଅଥିବା ବେଳେ ବତୀଙ୍କ ପରିଚୟ ମିଳିପାରିନାହିଁ |






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….
ଅଟକିଲା ନନ୍ଦିଘୋଷ,ସକାଳ ସାଢେ ୯ଟାରେ ପୁଣି ଟଣା…..