ରିପୋର୍ଟ କାର୍ଡ / ବାଙ୍କି
ବାଙ୍କି ଭଗିପୁର ନିକଟ ମହାନଦୀରେ ୨ଟି ହାତୀ ଫସି ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ-ହାତୀ ୨ଟି ସୁକାସେନ ଜଙ୍ଗଲ ପଟୁ ଚନ୍ଦକା ଅଭୟାରଣ୍ୟକୁ ଯାଉଥିଲେ | ଏହି ସମୟରେ ମହାନଦୀରେ ଫସିଗଲେ । ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଂଚି ହାତୀ ଉପରେ ନଜର ରଖିଥିବା ସୂଚନା ମିଳିଛି ।
More Stories
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..
ବୁଥର ହେବ ଫିଜିକାଲ ଭେରିଫିକେସନ……
IAS ସ୍ତରରେ ଅଦଳବଦଳ…..