ରିପୋର୍ଟ କାର୍ଡ / ଶିମିଳିପାଳ
ଆଜି ଶିମିଳିପାଳରେ ବାଘ ଗଣନା ଚାଲିଥିବା ବେଳେ ଭାଲୁ ଆକ୍ରମଣର କରିଛି | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ। ଏଠାରେ ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିବା ସମୟରେ ହଠାତ୍ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ୨ ଆହତ କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନା ଯୋଗ୍ୟ, ଗତ ୬ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଆଠ ଦିନ ଧରି ଶିମିଳିପାଳରେ ବାଘ ଗଣନା କରାଯାଇ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ। ଶିମିଳିପାଳ ଅଭୟାରଣ୍ୟର ୧୬ ରେଞ୍ଜର ୧୭୩ଟି ସ୍ଥାନରେ ବାଘଗଣନା କରାଯାଉଛି। ବାଘ ଗଣନାରେ ପ୍ରାୟ ୫ ଶହରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……