ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଇବ୍ ନଦୀରେ ଭାସି ଯାଇ ଦୁଇ ଯୁବକ ନିଖୋଜ ହୋଯାଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ଏଭଳି ଅଘଟଣ ତଳସରା ଥାନା କନାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ପିକନିକ୍ ପାଇଁ ଝାରସୁଗୁଡ଼ାରୁ ଯୁବକମାନେ ଆସିଥିଲେ । ତେବେ ଇବ୍ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ଜଣା ପଡ଼ିଛି । ପଥର ଚଟାଣରେ ଲାଗିଯାଇ ଜଣେ ଯୁବକ ଉଦ୍ଧାର ହୋଇଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..