ରିପୋର୍ଟ କାର୍ଡ / ଭୁବନେଶ୍ଵର
ପାକିସ୍ତାନୀ ଏଜେଷ୍ଟ ତଥ୍ୟ ଲିକ୍ ଘଟଣାରେ ୭ ଦୋଷୀ ସାବ୍ୟସ୍ତ। ଓଟିପି ସେୟାରିଂ ମାମଲାରେ ୭ଜଣ ଦୋଷୀ ସାବ୍ୟସ୍ତ। ୩ ବର୍ଷ ଲେଖାଏଁ ଜେଲ ଦଣ୍ତାଦେଶ ଶୁଣାଇଲେ ଭୁବନେଶ୍ଵର SDJM କୋର୍ଟ। ୫୬ଟି ଦସ୍ତାବିଜ ଓ ୧୧ଟି ସାକ୍ଷ୍ୟ ଆଧାରରେ ଦଣ୍ତାଦେଶ। ଏହି ଅଭିଯୁକ୍ତମାନେ କିଛି ଟଙ୍କା ପାଇଁ ଭାରତର କିଛି ଗୋପନୀୟତାକୁ ପାକିସ୍ତାନରେ ବିକ୍ରି କରୁଥିଲେ। ଏହି ସିମ୍ କୁ ସାଇବର ଆଟାକରେ ବ୍ୟବହାର କରୁଥିଲେ।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..