ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାତିରେ ଗୋଟିଏ ପରିବାର ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟି ୭ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ବଡ଼ ଧରଣର ଅଘଟଣ ଘଟିଛି ପଞ୍ଜାବ ଲୁଧିଆନାରେ। ସୂଚନା ମୁତାବକ ପରିବାର ସମସ୍ତ ସଦସ୍ୟ ରାତିରେ ଘରେ ଶୋଇଥିଲେ । ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ବାପା ମା’ଙ୍କ ସହିତ ୫ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ମୃତ ପିଲାମାନଙ୍କ ମଧ୍ୟରେ ୪ଜଣ ଝିଅ ରହିଥିବା ବେଳେ ଜଣେ ପୁଅ ଥିବା ସୂଚନା ମିଳିଛି । ତେବେ ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..