ବିଗବସ ସିଜନ ୧୩ ର ଲୋକପ୍ରିୟ ଯୋଡି ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲ । ସବୁବେଳେ ଦୁହିଁଙ୍କ ଭିତରର ସମ୍ପର୍କକୁ ଲୁଚେଇ ଆସିଛନ୍ତି । ବିଗବସ ହାଉସରେ ଥିବା ସମୟରେ ଦୁହିଁଙ୍କ ଭିତରେ ଭଲ ବନ୍ଧୁତା ଗଢିଉଠିଥିଲା । ଶେହନାଜ ନିଜ ହୃଦୟ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେଇବସିଛନ୍ତି । କିନ୍ତୁ ସିଦ୍ଧାର୍ଥ କେବେବି ତାଙ୍କ ପ୍ରେମ ସମ୍ପର୍କକୁ ନେଇକି ମୁହଁ ଖୋଲିନାହାନ୍ତି । 
ନିକଟରେ ଶେହନାଜଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ତାଙ୍କ ହାତରେ ଏକ ମୋବାଇଲ ଥିଲା ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଲା ଏବଂ ତାଙ୍କର ଏକ ଫଟୋ ୱାଲପେପରରେ ରହିଥିବାର ଦେଖିବାକୁ ମିଳିଥିଲା ।





More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..