ରିପୋର୍ଟ କାର୍ଡ / ଭୁବନେଶ୍ୱର
୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ପ୍ରଶାସନିକ ସେବା (ନିଯୁକ୍ତି) ନିୟମ, ୧୯୫୪ ଅନୁଯାୟୀ ଜାରି କରାଯାଇଥିବା ଏହି ପଦୋନ୍ନତି ୨୦୨୩ ଏବଂ ୨୦୨୪ର ଚୟନିତ ତାଲିକା ପାଇଁ ଉପଲବ୍ଧ ଖାଲି ସ୍ଥାନ ସହିତ ସମାନ। ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ୍ (ପଦୋନ୍ନତି ଦ୍ୱାରା ନିଯୁକ୍ତି) ନିୟମାବଳୀ, ୧୯୫୫ର ନିୟମ ୯(୧) ଅନୁଯାୟୀ ଏହି ଅଧିକାରୀମାନଙ୍କୁ ଚୟନ କରାଯାଇଛି। ଚୟନ ତାଲିକା ୨୦୨୩ ପାଇଁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ଧର୍ମ ହାଁସଦା, ରୀନା ମହାପାତ୍ର, ନିୟତି ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଚୟନ ତାଲିକା ୨୦୨୪ ପାଇଁ ନରହରି ସେଠୀ, ଯୁଗଲେଶ୍ୱରୀ ଦାଶ, ମଧୁମିତା ରଥଙ୍କ ଭଳି ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟା ପ୍ରଦାନ କରାଯାଇଛି।
ପଦୋନ୍ନତି ପାଇଥିବା ଓଏଏସ ଅଧିକାରୀମାନେ ହେଉଛନ୍ତି –
୧. ଧରମ ହାଂସଦା
୨. ରୀନା ମହାପାତ୍ର
୩. ନିୟତି ପଟ୍ଟନାୟକ
୪. ମହେଶ୍ୱର ସ୍ୱାଇଁ
୫. ମୃଣାଳ କାନ୍ତି ଦାସ
୬. ଶ୍ରୀକାନ୍ତ ତରାଇ
୭. ବୀରେନ୍ଦ୍ର କୋରକରା
୮. ଲକ୍ଷ୍ମଣ କୁମାର ମଲ୍ଲିକ
୯. ଉପମା କାଲୋ
୧୦. ଲିଲି କୁମାରୀ କୁଲ୍ଲୁ
୧୧. କବିନ୍ଦ୍ର କୁମାର ସାହୁ
୧୨. ଆରାଧନା ଦାସ
୧୩. ପ୍ରଦୀପ କୁମାର ନାୟକ
୧୪. ମଧୁସୂଦନ ଦଶ
୧୫. ପ୍ରେମଜୀତ ନାୟକ
୧୬. ନରହରି ସେଠି
୧୭. ଯୁଗଲେଶ୍ଵରୀ ଦଶ
୧୮. ମଧୁମିତା ରଥ
୧୯. ଦେବାଶିଷ ସିଂହ
୨୦. ସୁବ୍ରତ କୁମାର ପଣ୍ଡା
୨୧. ପ୍ରତାପ ଚନ୍ଦ୍ର ହୋତା
୨୨. ନିବେଦିତା ମିଶ୍ର
୨୩. ରେଗା ଗୀତାରାଣୀ ପଟ୍ଟନାୟକ
୨୪. ଅର୍ଚନା ଦାସ ପଟ୍ଟନାୟକ
୨୫. ଅଞ୍ଜନା ପଣ୍ଡା
୨୬. ନିବେଦିତା ପୃଷ୍ଟି
୨୭. ସ୍ୱୟଂ ପ୍ରଭା ମହାନ୍ତି
୨୮. ଇନ୍ଦ୍ରମଣି ନାୟକ
୨୯. ସୁଦାମ ଚରଣ ମଣ୍ଡଳ
୩୦. ଗିରିଶ ଚନ୍ଦ୍ର ସିଂହ






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..