ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ସମ୍ମିଳନୀରେ ଯୋଗଦେବା ପାଇଁ ଦୁବାଇ ଗସ୍ତରେ ଯିବେ। ଓଡ଼ିଶାରେ ରପ୍ତାନିଭିତ୍ତିକ ଶିଳ୍ପର ଅଭିବୃଦ୍ଧି ତଥା ବିଶ୍ୱସ୍ତରୀୟ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆବୁଧାବି ଏବଂ ଦୁବାଇରେ ହେବାକୁ ଥିବା ତିନିଦିନିଆ କାର୍ଯ୍ୟକ୍ରମରେ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଏବଂ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।






More Stories
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..
ବୁଥର ହେବ ଫିଜିକାଲ ଭେରିଫିକେସନ……
IAS ସ୍ତରରେ ଅଦଳବଦଳ…..