ରାଜ୍ୟ ବଦଳିଲେ ବୋର୍ଡ ସମ୍ପାଦକ….. Report Card Bureau September 21, 2025 1 min read ରିପୋର୍ଟ କାର୍ଡ / କଟକ ବିଏସ୍ଇର ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।Post navigationPrevious ୨୩ରେ ବିଧାନସଭା ଘେରିବ ବିଜେଡି…….Next ରାଜ୍ୟରେ ଖୋଲିବ ୭୦ଟି ମଦ ଦୋକାନ……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍…. October 3, 2026 Report Card Bureau 1 min read ରାଜ୍ୟ ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ….. October 3, 2026 Report Card Bureau ରାଜ୍ୟ ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ….. October 2, 2026 Report Card Bureau
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..