ରାଜ୍ୟ ବଦଳିଲେ ବୋର୍ଡ ସମ୍ପାଦକ….. Report Card Bureau September 21, 2025 1 min read ରିପୋର୍ଟ କାର୍ଡ / କଟକ ବିଏସ୍ଇର ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।Post navigationPrevious ୨୩ରେ ବିଧାନସଭା ଘେରିବ ବିଜେଡି…….Next ରାଜ୍ୟରେ ଖୋଲିବ ୭୦ଟି ମଦ ଦୋକାନ……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଚାମେଲି ଓଝାଙ୍କୁ ମିଳିଲା ଜାମିନ….. June 17, 2026 Report Card Bureau ବଡ଼ ଖବର ରାଜ୍ୟ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ….. June 16, 2026 Report Card Bureau 1 min read ରାଜ୍ୟ ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା…. June 16, 2026 Report Card Bureau
More Stories
ଚାମେଲି ଓଝାଙ୍କୁ ମିଳିଲା ଜାମିନ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….