ରିପୋର୍ଟ କାର୍ଡ / କଟକ
କଟକ ମହାନଦୀରେ ପୁଣି ଅଘଟଣ। ଯୋବ୍ରା ବ୍ୟାରେଜରୁ ଜଣେ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଯୁବତୀ ଜଣକ ଜଗତସିଂହପୁରର ଶିବାନୀ ମଲ୍ଲିକ ବୋଲି ଜଣାପଡିଛି। ବ୍ୟାରେଜ ଉପରୁ ମହିଳାଙ୍କ ସ୍କୁଟି ଜବତ କରାଯାଇଛି। ଶିବାନୀ ପୂର୍ବରୁ ମାନସିକ ଦୁଃଶ୍ଚିନ୍ତାରେ ଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..