ରିପୋର୍ଟ କାର୍ଡ / ଅନୁଗୋଳ
ତାଳଚେର ଅନନ୍ତ କୋଇଲା ଖଣିରେ କୋଇଲା ଲୋଡିଂ ସମୟରେ ଜଣେ ଶ୍ରମିକ ରେଳ ୱାଗନ ଭିତରେ ପୋତି ହୋଇଯାଇଥିଲେ। ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ କର୍ମଚାରୀ ପ୍ରୟାସ କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରର ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲା ବେଳେ ମୁଣ୍ଡଟି ଉପରକୁ ଥିଲା । ତେଣୁ ସେ ଚିତ୍କାର କରିଥିଲେ। ତାକୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ଲୋକଟି କିଏ ତାର ତଦନ୍ତ ଚାଲିଛି। ଢିଲା ସୁରକ୍ଷା ବ୍ୟବସ୍ଥାକୁ ଲୋକମାନେ ଦାୟୀ କରୁଥିବା ବେଳେ କୋଲିୟାରୀ ଘଟଣାର ତଦନ୍ତ ଆରମ୍ଭ କରିଛି ।






More Stories
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..