ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କରୋନା ସ୍ଥିତି ସମୀକ୍ଷା କରିବେ | ଆଜି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସରକାର ଚିନ୍ତାରେ। ସୋମବାର ସକାଳ ସୁଦ୍ଧା, ସାରା ଦେଶରେ ୨,୭୩,୮୧୦ ଲୋକ ଗୋଟିଏ ଦିନରେ ସଂକ୍ରମଣ ହୋଇଛନ୍ତି।ଦେଶବ୍ୟାପୀ ସଂକ୍ରମଣ ସଂଖ୍ୟା ୧୫,୦୬୧,୯୧୯ ରେ ପହଞ୍ଚିଛି। ଦୈନିକ ମୃତ୍ୟୁସଂଖ୍ୟା ୧,୬୧୯ ବୃଦ୍ଧି ପାଇ ବର୍ତ୍ତମାନ ୧,୭୮,୭୬୯ରେ ପହଞ୍ଚିଛି।






More Stories
ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ…..
ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…..
ଆଜି ଆସିବ ରାଜ୍ୟ ବଜେଟ…..