ରିପୋର୍ଟ କାର୍ଡ / ବ୍ରହ୍ମପୁର
ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଟିଛି ଏହି ବିସ୍ଫୋରଣ। ଗାଁର ଗୋଟିଏ ଘରେ ଘଟିଛି ଏହି ବିସ୍ଫୋରଣ। ୨ ମୃତକଙ୍କ ମଧ୍ୟରୁ ଜଣଙ୍କର ବିସ୍ଫୋରଣ ସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଗୁରୁତର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଘରେ କେମିତି ବିସ୍ଫୋରଣ ହେଲା, ତାହା ଜଣାପଡ଼ିନାହିଁ।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶାରେ ଲାଗୁହେବ ପେସା ଆଇନ……