ରିପୋର୍ଟ କାର୍ଡ / ଭୁବନେଶ୍ଵର
କାରଣ ଆଉ ଜଣେ ସାମ୍ବାଦିକ ସବନମ୍ ଶିରିନ୍ଙ୍କ ପରଲୋକ ହୋଇଛି। ଗତ ୨ଦିନ ପୂର୍ବରୁ କୋଭିଡ୍ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ସ୍ଥିତ ଏମସ୍ରେ ଚିକିତ୍ସିତ ହେଉଥିଲେ ସବନମ୍ । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରିଛନ୍ତି ସବନମ୍ ଶିରିନ୍ ।






More Stories
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ…..
୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ…..
ଦିଲ୍ଲୀ ଗସ୍ତରେ ନବୀନ…..