ରିପୋର୍ଟ କାର୍ଡ / ଭୁବନେଶ୍ଵର
କାରଣ ଆଉ ଜଣେ ସାମ୍ବାଦିକ ସବନମ୍ ଶିରିନ୍ଙ୍କ ପରଲୋକ ହୋଇଛି। ଗତ ୨ଦିନ ପୂର୍ବରୁ କୋଭିଡ୍ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ସ୍ଥିତ ଏମସ୍ରେ ଚିକିତ୍ସିତ ହେଉଥିଲେ ସବନମ୍ । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରିଛନ୍ତି ସବନମ୍ ଶିରିନ୍ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..