ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲିର ବିଧାୟକ ପ୍ରାର୍ଥୀ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ରୁଦ୍ର ମହାରଥୀଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । ପିପିଲିର ନବନିର୍ବାଚିତ ବିଧାୟକ ହେଉଛନ୍ତି ରୁଦ୍ର ମହାରଥୀ । ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରୁଦ୍ର । ବାପା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବାଦିମାତ୍ କରିଥିଲେ ରୁଦ୍ର ପ୍ରତାପ ମହାରଥୀ।






More Stories
ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍…..
ଚାଷୀଙ୍କୁ ବିବାହ କଲେ ମିଳିବ ଭତ୍ତା !…..
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..