ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶାର ହକି ଷ୍ଟାର ବିରେନ୍ଦ୍ର ଲାକ୍ରା ଡିଏସପି ପଦରେ ଯୋଗ ଦେଇଛନ୍ତି । ଗତ ବର୍ଷ ଟୋକିଓ ଅଲିମ୍ପିକରେ ଦଳକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ଓଡିଶାର ଏହି ହକି ଖେଳାଳି । ଏହାପରେ ଓଡିଶା ସରକାର ତାଙ୍କୁ ଡେପୁଟି ସୁପରି ଟେଣ୍ଟେଣ୍ଟ ଅଫ ପୋଲିସରେ ଏ ପଦବୀ ଦେଇଥିଲେ । ଭାରତୀୟ ହକି ଦଳରେ ଡଫେଣ୍ଡରର ଭୂମିକାରେ ରହିଥିଲେ ବିରେନ୍ଦ୍ର ଲାକ୍ରା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..