ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶାର ହକି ଷ୍ଟାର ବିରେନ୍ଦ୍ର ଲାକ୍ରା ଡିଏସପି ପଦରେ ଯୋଗ ଦେଇଛନ୍ତି । ଗତ ବର୍ଷ ଟୋକିଓ ଅଲିମ୍ପିକରେ ଦଳକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ଓଡିଶାର ଏହି ହକି ଖେଳାଳି । ଏହାପରେ ଓଡିଶା ସରକାର ତାଙ୍କୁ ଡେପୁଟି ସୁପରି ଟେଣ୍ଟେଣ୍ଟ ଅଫ ପୋଲିସରେ ଏ ପଦବୀ ଦେଇଥିଲେ । ଭାରତୀୟ ହକି ଦଳରେ ଡଫେଣ୍ଡରର ଭୂମିକାରେ ରହିଥିଲେ ବିରେନ୍ଦ୍ର ଲାକ୍ରା ।






More Stories
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..
ବୁଥର ହେବ ଫିଜିକାଲ ଭେରିଫିକେସନ……
IAS ସ୍ତରରେ ଅଦଳବଦଳ…..