ରିପୋର୍ଟ କାର୍ଡ / ବିଶାଖାପାଟଣା
ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। NH-୫ ରଣସରନ୍ ନିକଟରେ ଏକ ଟ୍ରକ୍ଟି ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା। ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……