ରିପୋର୍ଟ କାର୍ଡ / ସମ୍ବଲପୁର
ଦୁର୍ନୀତି ମାମଲା ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ସଂନ୍ନକୁ ଆସିଛି ସମ୍ବଲପୁର ରୁ | ମିଳିଥିବା ସୂଚନା ଅନୁସାରେ, ସରକାରୀ ଗାଡ଼ିରେ ତେଲ ପକାଇବାରେ ଓଭର ବିଲିଂ ହୋଇଥିବା ଅଭିଯୋଗ ହୋଇଥିଲା । ଚଞ୍ଚକତା କରି ଓଭର ବିଲିଂ କରିବା ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ତେବେ ମୋଟର ଭେଇକିଲ ବିଭାଗର ୩ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଏସପି । ୩ କନଷ୍ଟେବଳ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ଅଭିଯୋଗ ହୋଇଛି । ନିର୍ବାଚନ ବେଳେ ଗାଡ଼ିରେ ତେଲ ପକାଇ ଅଧିକ ବିଲ୍ ହୋଇଥିବା ଅଭିଯୋଗ ହୋଇଛି ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..