ରିପୋର୍ଟ କାର୍ଡ / ସମ୍ବଲପୁର
ଦୁର୍ନୀତି ମାମଲା ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ସଂନ୍ନକୁ ଆସିଛି ସମ୍ବଲପୁର ରୁ | ମିଳିଥିବା ସୂଚନା ଅନୁସାରେ, ସରକାରୀ ଗାଡ଼ିରେ ତେଲ ପକାଇବାରେ ଓଭର ବିଲିଂ ହୋଇଥିବା ଅଭିଯୋଗ ହୋଇଥିଲା । ଚଞ୍ଚକତା କରି ଓଭର ବିଲିଂ କରିବା ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ତେବେ ମୋଟର ଭେଇକିଲ ବିଭାଗର ୩ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଏସପି । ୩ କନଷ୍ଟେବଳ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ଅଭିଯୋଗ ହୋଇଛି । ନିର୍ବାଚନ ବେଳେ ଗାଡ଼ିରେ ତେଲ ପକାଇ ଅଧିକ ବିଲ୍ ହୋଇଥିବା ଅଭିଯୋଗ ହୋଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..