ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଇଣ୍ଡୋନେସିୟାରେ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିୟାରେ ମଙ୍ଗଳବାର ସକାଳ ୬ଟା୫୩ରେ ବଡ ଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬ ରେକର୍ଡ କରାଯାଇଛି। ଏନସିଏସ ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ର କୋଟାମୋବାଗୁ। ଏହା ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ସ୍ଥିତ। ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାବତ୍ କୌଣସି ସୂଚନା ମିଳିନାହିଁ।
More Stories
କ୍ଷୀର ମୂଲ୍ୟ ୧ ଟଙ୍କା କମିଲା….
ମହାରାଷ୍ଟ୍ରର ଟ୍ରେନ ଦୁର୍ଘଟଣା: ଚା‘ ବିକାଳି ଗୁଜବ ପ୍ରଚାର କରିଥିଲେ…..
ନୂଆ ଆଇନ ଆଣିବେ ତାମିଲନାଡୁ ସରକାର……