ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଇଣ୍ଡୋନେସିୟାରେ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିୟାରେ ମଙ୍ଗଳବାର ସକାଳ ୬ଟା୫୩ରେ ବଡ ଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬ ରେକର୍ଡ କରାଯାଇଛି। ଏନସିଏସ ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ର କୋଟାମୋବାଗୁ। ଏହା ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ସ୍ଥିତ। ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାବତ୍ କୌଣସି ସୂଚନା ମିଳିନାହିଁ।






More Stories
ଅନିଲଙ୍କ ବିରୋଧରେ ସିବିଆଇର ମାମଲା…..
ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ଟଙ୍କା…..
ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ…..