ରିପୋର୍ଟ କାର୍ଡ / ଦେବଗଡ଼
ମାଟିତଳୁ ବିଡ଼ାବିଡ଼ା ଟଙ୍କା ଜବତ କରିଛି ପୋଲିସ । ଦେବଗଡ଼ରେ ମାଟିତଳୁ ନଗଦ ୩୨ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଜବତ ଟଙ୍କା ସମ୍ବଲପୁରର ଏକ ହୋଟେଲରୁ ଚୋରି ହୋଇଥିଲା । ସୂଚନା ଅନୁସାରେ, ୧୬ ତାରିଖରେ ଭିଏସଏସ୍ ମାର୍ଗ ସ୍ଥିତ ହୋଟେଲରୁ ଚୋରି ହୋଇଥିଲା । ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ହୋଟେଲ ସିସିଟିଭି ଫୁଟେଜ ଆଧାରରେ ୪ ଜଣଙ୍କୁ ଧରିଥିଲା ପୋଲିସ । ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଧରିଛି ପୋଲିସ । ଗିରଫ ୪ ଜଣଙ୍କଠାରୁ ସୂଚନା ପାଇ ମାଟିତଳୁ ଟଙ୍କା ଜବତ କରାଯାଇଛି ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……