ରିପୋର୍ଟ କାର୍ଡ / ନୂଆପଡା
ଗୁଳିମାଡରେ ବାପ ଓ ପୁଅ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲିରେ | ଘଟଣାସ୍ଥଳରେ ଖଡିଆଳ SDPO ଙ୍କ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ-ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ଉଭୟ ବାପ ପୁଅଙ୍କ ଜଙ୍ଘରେ ବାଜିଛି ଗୁଳି । ବର୍ତ୍ତମାନ ଚିକିତ୍ସା ପାଇଁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..