ରିପୋର୍ଟ କାର୍ଡ / ବାଙ୍କି
ବାଙ୍କି ଭଗିପୁର ନିକଟ ମହାନଦୀରେ ୨ଟି ହାତୀ ଫସି ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ-ହାତୀ ୨ଟି ସୁକାସେନ ଜଙ୍ଗଲ ପଟୁ ଚନ୍ଦକା ଅଭୟାରଣ୍ୟକୁ ଯାଉଥିଲେ | ଏହି ସମୟରେ ମହାନଦୀରେ ଫସିଗଲେ । ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଂଚି ହାତୀ ଉପରେ ନଜର ରଖିଥିବା ସୂଚନା ମିଳିଛି ।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..