Report Card Odisha

| Daily Odia News

ଆଜି ବିଧାୟିକା ଭାବେ ଶପଥ ନେବେ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ ବର୍ଷାସିଂ ବରିହା | ନିର୍ବାଚନରେ ବର୍ଷ ବିପୁଳ ସଂଖ୍ୟା ଭୋଟରେ ବିଜୟ ହୋଇଥିଲେ | ବର୍ଷା ଙ୍କୁ ୧ ଲକ୍ଷ ୨୦ ହଜାର ୮୦୨ ଖଣ୍ଡ ଭୋଟ ମିଳିଥିଲା | ବିଜେପି ପାର୍ଥୀ ପ୍ରଦୀପ ପୋରହିତଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରିଥିଲେ ବର୍ଷା |

 

 

 

Breaking News