ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଇବ୍ ନଦୀରେ ଭାସି ଯାଇ ଦୁଇ ଯୁବକ ନିଖୋଜ ହୋଯାଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ଏଭଳି ଅଘଟଣ ତଳସରା ଥାନା କନାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ପିକନିକ୍ ପାଇଁ ଝାରସୁଗୁଡ଼ାରୁ ଯୁବକମାନେ ଆସିଥିଲେ । ତେବେ ଇବ୍ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ଜଣା ପଡ଼ିଛି । ପଥର ଚଟାଣରେ ଲାଗିଯାଇ ଜଣେ ଯୁବକ ଉଦ୍ଧାର ହୋଇଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..