ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା । ଅଲଗା ଅଲଗା ଭାବରେ ଏ ଦୁହେଁ ହାଇକୋର୍ଟରରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହିଉଭୟ ମାମଲାରେ ରାଜ୍ୟ ସରକାର ଏବଂ ସୌମ୍ୟଙ୍କ ବାପା ପକ୍ଷଭୁକ୍ତ ଥିବା ଜାଣିବାକୁ ମିଳିଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……