ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା । ଅଲଗା ଅଲଗା ଭାବରେ ଏ ଦୁହେଁ ହାଇକୋର୍ଟରରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହିଉଭୟ ମାମଲାରେ ରାଜ୍ୟ ସରକାର ଏବଂ ସୌମ୍ୟଙ୍କ ବାପା ପକ୍ଷଭୁକ୍ତ ଥିବା ଜାଣିବାକୁ ମିଳିଛି ।
More Stories
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେବେ ରାଷ୍ଟ୍ରପତି….
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….