ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନାର ଏକ ଜାଗୁଆର ବିମାନ ଆଜି ଅମ୍ବାଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ନିୟମିତ ପ୍ରଶିକ୍ଷଣ ସମୟରେ ସିଷ୍ଟମରେ ତ୍ରୁଟି ଦେଖାଦେବାରୁ ଏହି ଦୁର୍ଘଟଣା ଘଟିଛି। ସୁରକ୍ଷିତ ଭାବେ ବାହାରକୁ ବାହାରିବା ପୂର୍ବରୁ ପାଇଲଟ ବିମାନଟିକୁ ସ୍ଥଳଭାଗରେ ଥିବା ବସ୍ତିରୁ ଦୂରେଇ ନେଇଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….