Report Card Odisha

| Daily Odia News

୨୦ରେ ରାଜ୍ୟରେ ସମସ୍ତ ଔଷଧ ଦୋକନ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଅନଲାଇନ ଔଷଧ ବିକ୍ରି କୁ ବିରୋଧ। ଅନଲାଇନ ଔଷଧ ବିକ୍ରି କୁ ବିରୋଧ କରି ଆସନ୍ତା ମେ ୨୦ ତାରିଖ​‌ରେ ବନ୍ଦ ଡାକରା ଦେଇଛି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ। ମେ ୨୦ ତାରିଖରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବା ନେଇ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନଲାଇନରେ ଔଷଧ ବିକ୍ରି ସମେତ ତିନି ଦାବି ନେଇ ଏହି ବନ୍ଦ ଡାକରା। ଅନଲାଇନରେ ବିକ୍ରିରେ ରିହାତି ମିଳୁଛି ହେଲେ ଔଷଧର ଗୁଣବତ୍ତାକୁ ଅଣଦେଖା କରାଯାଉଛି ବୋଲି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ ଅଭିଯୋଗ କରିଛି |

Breaking News