ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ସର୍ବଦଳୀୟ ବୈଠକ | ଆସନ୍ତାକଲି ଠାରୁ ଆରମ୍ଭ ହେବ ବଜେଟ ଅଧିବେଶନ | କେନ୍ଦ୍ରୀୟ ବଜେଟ ପରେ ୨୧ ତାରିଖରୁ ରାଜ୍ୟ ବଜେଟ ଅଧିବେଶନ ହେବ | ବିଧାନସଭା ସୁପରିଚାଳନା ନିମନ୍ତେ ଆଜି ବସୁଛି ସର୍ବଦଳୀୟ ବୈଠକ | ବିବାଚସ୍ପତିଙ୍କ ଅଧକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଧାନସଭା କିପରିଚାଲିବ ସେନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ଠାରୁ ମତାମତ ନିଆଯିବ|






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….