ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଜେଲରେ ଜେରା କରିବ ଇଡି। ଗତକାଲି କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ଆଜି ଅର୍ଚ୍ଚନା ନାଗ ଓ ଆସନ୍ତାକାଲି ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରକୁ ଜେଲ୍ ଭିତରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଜେରା ବେଳେ ହନିଟ୍ରାପ, ଷଡଯନ୍ତ୍ର, ବ୍ଲାକମେଲିଂ ଓ ବଡ ବଡିଆଙ୍କ ଲିଙ୍କ୍ ନେଇ ଗୁମର ଖୋଲିପାରେ। ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏନେଇ ଇଡିପକ୍ଷରୁ ଗତକାଲି ନୋଟିସ୍ କରାଯାଇଥିଲ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..