ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଜେଲରେ ଜେରା କରିବ ଇଡି। ଗତକାଲି କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ଆଜି ଅର୍ଚ୍ଚନା ନାଗ ଓ ଆସନ୍ତାକାଲି ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରକୁ ଜେଲ୍ ଭିତରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଜେରା ବେଳେ ହନିଟ୍ରାପ, ଷଡଯନ୍ତ୍ର, ବ୍ଲାକମେଲିଂ ଓ ବଡ ବଡିଆଙ୍କ ଲିଙ୍କ୍ ନେଇ ଗୁମର ଖୋଲିପାରେ। ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏନେଇ ଇଡିପକ୍ଷରୁ ଗତକାଲି ନୋଟିସ୍ କରାଯାଇଥିଲ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….