ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ମାସରୁ ୧୨ କିମ୍ବା ତାଠାରୁ ଅଧିକ ବୟସର ପିଲାମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇପାରେ। ରିପୋର୍ଟ ଅନୁଯାୟୀ କାରଣ ଆସନ୍ତା ମାସରେ ପିଲାଙ୍କ ଲାଗି ଉପଲବ୍ଧ ଟିକା ଜାଇଡସ୍ କାଡିଲା ଲଞ୍ଚ ହୋଇପାରେ। ବିଶ୍ୱର ପ୍ରଥମ ଡିଏନ୍ଏ ଆଧାରିତ କରୋନା ଟିକା, ZyCoV-D ଗତ ମାସରେ ଭାରତୀୟ ନିୟାମକଙ୍କ ଦ୍ବାରା ଜରୁରୀକାଳୀନ ପ୍ରାଧିକରଣ ହାସଲ କରିଥିଲା । ଅକ୍ଟୋବରରୁ, ଜାଇଡସ୍ କାଡିଲା ମାସକୁ ୧୦ ମିଲିୟନ୍ ଡୋଜ ଉତ୍ପାଦନ କରିବ ବୋଲି ସୂଚନା ମିଳିଛି।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……