ରିପୋର୍ଟ କାର୍ଡ / ବାଲେଶ୍ଵର
ଲିଫ୍ଟ ମାଗି ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା। ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତମାନେ। ପ୍ରାୟ ୫ ମିନିଟ ମଧ୍ୟରେ ଏତେ ସବୁ କାଣ୍ଡ ଘଟିଥିବା ବେଳେ ଲୋକେ କିଛି ବୁଝିବା ଆମରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସମସ୍ତ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଘଟିଛି। ମୃତ୍ୟୁ ସହ ସଂଘର୍ଷ କରୁଥିବା ବ୍ୟବସାୟୀଜଣକ ହେଲେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….